Author: Ayesha Debnath

Benefits of Mint: ଧନିଆ ପତ୍ର ଭଳି ପୁଦିନା ପତ୍ର ମଧ୍ୟ ଆମ ଶରୀର ପାଇଁ ଅନେକ ଲାଭଦାୟକ । ପ୍ରାୟତଃ ସମସ୍ତଙ୍କ ଘରେ ଏହାକୁ ନିୟମିତ ଖାଇଥାନ୍ତି । ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ମିଣ୍ଟ ହେଉଛି ଏପରି ଏକ ପତ୍ର ଯାହାକି ଏହାର ସତେଜ ସ୍ୱାଦ ଏବଂ ଉତ୍କୃଷ୍ଟ ସୁଗନ୍ଧ ପାଇଁ ଜଣାଶୁଣା । ବହୁତ କମ୍ ଲୋକ ଜାଣନ୍ତି ଯେ ମିଣ୍ଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ବିଶେଷକରି ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଆପଣ ଆଶ୍ଚର୍ଯ୍ୟଜନକ ଲାଭ ପାଇପାରିବେ। ଏହା ଆମ ହଜମ ପ୍ରକ୍ରିୟାକୁ ବଢ଼ାଇବା ପାଇଁ କାମ କରେ…

Read More