Author: Ayesha Debnath

Odisha: ପ୍ରାୟତଃ ଶୀତଦିନେ ଲୋକମାନେ ବାହାରକୁ ଯିବା ପାଇଁ ପସନ୍ଦ କରନ୍ତି । ଯଦି ଆପଣ ଓଡ଼ିଶାରେ ଅଛନ୍ତି କିମ୍ବା ବୁଲିବାକୁ ଆସୁଛନ୍ତି ତେବେ ଏହି ସ୍ଥାନ ନିଶ୍ଚିନ୍ତ ବୁଲନ୍ତୁ । ନଦନଦୀ, ମନୋରମ ବେଳାଭୂମି, ସୁଉଚ୍ଚ ଗିରିଶୃଙ୍ଗ ସହ ଓଡ଼ିଶାର ପ୍ରତି ପ୍ରାନ୍ତରେ ବହୁପ୍ରାଚନୀ ଦେବାଦେବୀ ମନ୍ଦିର ଦେଖିବାକୁ ମିଳେ । ପ୍ରତିଟି ମନ୍ଦିର ସ୍ବତନ୍ତ୍ର ମହାତ୍ମ୍ୟ ବହନ କରେ । ତାହା ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ବଲାଙ୍ଗୀରର ହରିଶଙ୍କର । ଆଜି ଆମେ ଆପଣଙ୍କ ରାଜ୍ୟରେ ସେଭଳି କିଛି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କହିବୁ, ଯାହାର ଉତ୍କୃଷ୍ଟ ନିର୍ମାଳଶୈଳୀ ସହ ମନୋରମ ପରିବେଶ କେବଳ ଏହାକୁ ଦେବାଳୟ ନୁହେଁ ବରଂ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଏ । ଏହିସବୁ ସ୍ଥାନକୁ ବର୍ଷତମାମ୍ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଯଦି ଆପଣ ଓଡ଼ିଶାରେ ରହି ବି ଏ ଯାଏଁ ଏହିସବୁ ସ୍ଥାନ ବୁଲିଯାଇ…

Read More