Author: Ayesha Debnath

Smoking: ଆଗକୁ ବଢ଼ିବାର ରେସରେ ଲୋକମାନେ ନିଜ ଖାଇବା, ନିଦ, ପରିବାର, ସାଙ୍ଗ-ସାଥି ସମସ୍ତଙ୍କୁ ଭୁଲି ଯାଇଛନ୍ତି । ଛୋଟ ବୟସରେ ଅନେକ ପ୍ରକାରର ଚିନ୍ତା ଏବଂ କାମର ଚାପ ବା ଭଲପାଇବାରେ ପାଇଥିବା ବିଫଳତାକୁ ଦୂର କରିବା ପାଇଁ ମଦ ଏବଂ ସିଗାରେଟର ସାହାରା ନେଉଛନ୍ତି । ତାଙ୍କ ମତରେ ଏହା ତାଙ୍କର ଟେନସନ୍ କୁ କମାଇବାରେ ସାହାଯ୍ୟ କରିଥାଏ । ହେଲେ ଯଦି ସେହି ଧୂଆଁ ଗୋଟିଏ ଛୋଟ ଶିଶୁର ଶରୀରରେ ଯାଏ, ତେବେ କ’ଣ ହେବ ଆପଣ ଜାଣିଛନ୍ତି କି? ଜଣେ ବ୍ୟକ୍ତି ଯେତେବେଳେ ସିଗାରେଟ୍ ଟାଣନ୍ତି ଏହାର ସଂପୂର୍ଣ୍ଣ ଧୂଆଁ ଫୁସଫୁସ୍ କୁ ନଯାଇ କିଛି ବାୟୁରେ ମିଶିଯାଏ ଏବଂ ବାୟୁ ଦ୍ୱାରା ଅନ୍ୟ ଜଣଙ୍କ ଭିତରକୁ ସେହି ଧୂଆଁ ପ୍ରବେଶ କରେ । ଏହି ପ୍ରକିୟାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍ ବୋଲି କୁହାଯାଏ। ଯାହାର ଅଧିକ ପ୍ରଭାବ ଛୋଟଛୁଆଙ୍କ ଉପରେ ପଡ଼େ । ଏହାଦ୍ୱାରା…

Read More