Author: Ayesha Debnath

Spices and Planets: ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ, ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ବାସ୍ତୁ ଅନୁଯାୟୀ, ଆମ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। ଏଥି ସହ ଜଡ଼ିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ରେଷେଇ ଘରେ ବ୍ୟବହାର ହେଉଥିବା ମସଲା ମଣିଷର ଭାଗ୍ୟ ବଦଳାଇ ପାରେ । ଲବଙ୍ଗ ଏବଂ ଗୋଲ ମରିଚରେ କରନ୍ତୁ ଶନି ଗ୍ରହ ମଜବୁତ: ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ । ତେଣୁ, ଏହା ସହ ଜଡ଼ିତ ଉପାୟ ଗ୍ରହଣ କରି ଆପଣ ରାଶିଫଳରେ ଶନି ଗ୍ରହକୁ ମଜବୁତ କରିପାରିବେ । ଏଥିପାଇଁ ସୋରିଷ ତେଲରେ…

Read More