Author: Ayesha Debnath

New Year: ନୂତନ ବର୍ଷ ୨୦୨୫ ଆପଣଙ୍କ ପାଇଁ ଶୁଭ ଏବଂ ସକରାତ୍ମକ ହେବା ପାଇଁ ବର୍ଷର ଆରମ୍ଭ ମଧ୍ୟ ଭଲ ହେବା ଜରୁରୀ। ଆସନ୍ତୁ ଜାଣିବା ପ୍ରଥମ ଦିନରେ ଅର୍ଥାତ୍ ୧ଜାନୁଆରୀରେ କ’ଣ କରିବା ଯାହା ଆମ ନୂଆ ବର୍ଷକୁ ଶୁଭ କରିବ। ବ୍ରହ୍ମ ମୁହୂର୍ତକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ବିବେଚନା କରାଯାଏ। ଏହି ମୁହୂର୍ତରେ କରାଯାଇଥିବା ସମସ୍ତ କାର୍ଯ୍ୟ ଶୁଭ ଫଳାଫଳ ଦେଇଥାଏ। ତେଣୁ, ଆପଣ ବ୍ରହ୍ମ ମୁହୂର୍ତରେ ନୂତନ ବର୍ଷ ଆରମ୍ଭ କରିବା ଉଚିତ । ବର୍ଷର ପ୍ରଥମ ଦିନରେ ବ୍ରହ୍ମ ମୁହୁର୍ତରେ ଜଲଦି ଉଠି ଦିନକୁ ଆରମ୍ଭ କରନ୍ତୁ । ଉଠିବା ପରେ ନିଜ ହାତକୁ ଦେଖନ୍ତୁ: ଧାର୍ମିକ ବିଶ୍ୱାସ ଅନୁଯାୟୀ ଲକ୍ଷ୍ମୀ, ସରସ୍ୱତୀ ଏବଂ ବିଷ୍ଣୁ ପାପୁଲିରେ ରୁହନ୍ତି। ତେଣୁ, ବ୍ରହ୍ମ ମୁହୂର୍ତରେ ଉଠିବା ପରେ ପ୍ରଥମେ ପାପୁଲିକୁ ଦେଖନ୍ତୁ ଏବଂ କର ଦର୍ଶନ ମନ୍ତ୍ର ଜପ କରନ୍ତୁ । “କରାଗ୍ରେ ବସତେ…

Read More