Author: NAZMEEN PARWEEN

ଦିନକୁ ଦିନ ହୃଦରୋଗ ବା ହୃଦଘାତ ସମସ୍ୟା ଯୁବପିଢୀଙ୍କ ମଧ୍ୟରେ ବଢିବାରେ ଲାଗିଛି। ବିଶେଷକରି, ଜିମ୍-ରେ ଯୁବ ସେଲିବ୍ରେଟିଙ୍କର ହୃଦଘାତରେ ଜୀବନ ଜିବାର ନଜର ଆସିଛି। ଏହି ରୋଗ ଏବେ ବୟସ୍କଙ୍କୁ ବି ଗ୍ରାସ କରୁଛି। ତେବେ,ଆସନ୍ତୁ ଜାଣିବା ହୃଦଘାତ ହେବା ପୂର୍ବରୁ ଶରୀରରେ କେଉଁସବୁ ଲକ୍ଷଣ ଦେଖାଦିଏ। ଧମନୀ ଅବରୋଧ ପ୍ରାୟତଃ ହୃଦ ଅବରୋଧର ସବୁଠାରୁ ସାଧାରଣ କାରଣ ବୋଲି କୁହାଯାଇପାରିବ। ଯେଉଁଠାରେ ଚର୍ବି,କ୍ୟାଲସିୟମ୍ କିମ୍ବା କୋଲେଷ୍ଟ୍ରଲ୍ ଧମନୀରେ ଜମା ହୁଏ। ଯାହା ଫଳରେ ଧମନୀ ଗୁଡ଼ିକୁ ସଙ୍କୁଚିତ ହୋଇଥାଏ। ଯାହାଫଳରେ ପର୍ଯ୍ୟାପ୍ତ ରକ୍ତ ଏବଂ ଅମ୍ଳଜାନ ମାଂସପେଶୀ ପର୍ଯ୍ୟନ୍ତ ପହଞ୍ଚିବାକୁ ବାଧା ଦିଏ। ଏହାକୁ କରୋନାରୀ ଧମନୀ ରୋଗ କୁହାଯାଏ। ଏଠାରେ,ହୃଦୟ ଅବରୋଧର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ବିଷୟରେ ଜାଣନ୍ତୁ ଏବଂ କେଉଁ ଖାଦ୍ୟ ଧମନୀ ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିପାରିବ। ହୃଦୟ ଅବରୋଧର ଲକ୍ଷଣ କ’ଣ? ୧-ଛାତିରେ ଭାରୀପଣ: ଛାତିରେ ଭାରୀପଣର ଅନୁଭବ କରିବା। ଯେପରି ଛାତି…

Read More