Author: NAZMEEN PARWEEN

Vitamins for strong and shiny nails : ଦୁର୍ବଳ ଓ ଖରାପ ନଖ କେବଳ ହାତର ସୌନ୍ଦର୍ଯ୍ୟ କୁ ହ୍ରାସ କରିନଥାଏ ବରଂ ଏହା ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସୂଚାଇଥାଏ । ନଖ ଭାଙ୍ଗିବା, ଶୁଷ୍କ ହେବା ଏବଂ ହଳଦିଆ ହେବା ଏକ ସାଧାରଣ ସମସ୍ୟା, ଯାହା ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେତୁ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ପୋଷକ ତତ୍ତ୍ୱ ଓ ଭିଟାମିନ୍ ଅଭାବ ନଖର ବୃଦ୍ଧି ଓ ଶକ୍ତିକୁ ପ୍ରଭାବିତ କରିଥାଏ। ଖରାପ ଖାଦ୍ୟ ପେୟ ଏବଂ ସ୍ୱାସ୍ଥ୍ୟ ପ୍ରତି ଅବହେଳା ନଖ ଦୁର୍ବଳ କିମ୍ବା ଖରାପ ହେବା ର କାରଣ ହୋଇପାରେ । ଯେତେବେଳେ ଶରୀରରେ କିଛି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ କମିବା ଆରମ୍ଭ କରେ, ସେତେବେଳେ ନଖର ବଢୁଥିବା କୋଷଗୁଡ଼ିକୁ ଠିକ୍ ଭାବରେ ବଢ଼ାଇବାରେ ସମସ୍ୟା ଦେଖାଦେଇଥାଏ, ଯାହା ଆପଣଙ୍କ ନଖର ରୂପ, ଗଠନ କିମ୍ବା ଆକୃତିକୁ ବଦଳାଇ ଦେଇଥାଏ ।…

Read More