Author: NAZMEEN PARWEEN

ମୋଟରସାଇକେଲ କିମ୍ବା କୌଣସି ଗାଡିରେ ପେଟ୍ରୋଲ ଏବଂ ଡିଜେଲ ଭରିବାବେଳେ ଏହା ସର୍ବଦା ମନେ ରଖିବା ଉଚିତ ଯେ ଗାଡିର ଫୁଏଲ୍ ଟ୍ୟାଙ୍କ କେବେବି ଏହାର କ୍ଷମତାଠାରୁ ଅଧିକ ଭରିବା ଉଚିତ ନୁହେଁ । ଯଦି ଗାଡିର ଫୁଏଲ୍ ଟ୍ୟାଙ୍କରେ କ୍ଷମତାଠାରୁ ଅଧିକ ଇନ୍ଧନ ଭରାଯାଏ ତେବେ ବଡ଼ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଏ । ଏହା ଘଟିବା ପଛରେ ଅନେକ କାରଣ ରହିଛି । ତେବେ ଆସନ୍ତୁ ଏହି କାରଣଗୁଡ଼ିକ ବିଷୟରେ ଜାଣିବା । ଅଟୋମେକର୍ସ କମ୍ପାନୀମାନେ ଯେକୌଣସି ଯାନର ଗାଡିର ଫୁଏଲ୍ ଟ୍ୟାଙ୍କ କ୍ଷମତାକୁ ୧୦ ରୁ ୧୫ ପ୍ରତିଶତ କମ୍ କରି କହିଥାନ୍ତି, ଯାହାଫଳରେ ଲୋକମାନେ ଅଟୋମେକର୍ସ ଦ୍ୱାରା ଦର୍ଶାଯାଇଥିବା କ୍ଷମତା ଅନୁଯାୟୀ ଗାଡିର ଟ୍ୟାଙ୍କ ଭରନ୍ତି । ଧରାଯାଉ ଆପଣ ନିଜର ମୋଟରସାଇକେଲରେ ପେଟ୍ରୋଲ ପକେଇବା ପାଇଁ ଯାଇଛନ୍ତି ଏବଂ ଟାଙ୍କି ଫୁଲ୍ କରିବାକୁ କହିଛନ୍ତି । ଯେତେବେଳେ ପେଟ୍ରୋଲ ପମ୍ପ ମାଲିକ ମୋଟରସାଇକେଲର ଟ୍ୟାଙ୍କକୁ ପୁରା…

Read More