Author: NAZMEEN PARWEEN

 ଆପଣ ଖାଦ୍ୟ ପ୍ୟାକିଂ ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ! ହୁଏତ ଆପଣ ଆଜି ପର୍ଯ୍ୟନ୍ତ ଆଲୁମିନିୟମ୍ ଫଏଲ୍ ପେପର ବ୍ୟବହାର କରିବାର ସ୍ୱାସ୍ଥ୍ୟ ବିପଦ ବିଷୟରେ ଅବଗତ ନୁହଁନ୍ତି । ଯଦି ଆପଣ ଭାବୁଛନ୍ତି ଯେ ଆଲୁମିନିୟମ୍ ଫଏଲ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ନକରି ଆପଣଙ୍କ କାର୍ଯ୍ୟକୁ ସହଜ କରୁଛି, ତେବେ ଆପଣ ଏହି ଭୁଲ ଧାରଣାକୁ ଯଥା ଶୀଘ୍ର ହଟାଇବା ଉଚିତ୍ । ତେବେ ଆସନ୍ତୁ ଆଲୁମିନିୟମ୍ ଫଏଲ୍ ପେପରର କିଛି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବା । ଆଲୁମିନିୟମ୍ ଫଏଲ୍ ପେପରରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଯେତେବେଳେ ଆପଣ ଆଲୁମିନିୟମ୍ ଫଏଲ୍ ରେ ଗରମ ଖାଦ୍ୟ ପ୍ୟାକ୍ କରନ୍ତି, ଉତ୍ତାପ ହେତୁ ଆଲୁମିନିୟମ୍ ଫଏଲ୍ ପେପରରେ ଥିବା ରାସାୟନିକ ପଦାର୍ଥ ତରଳି ଯାଇ ଖାଦ୍ୟ ସହିତ ମିଶ୍ରିତ ହୋଇପାରେ । ଏଥିପାଇଁ ଆପଣ…

Read More