Author: NAZMEEN PARWEEN

ଅଧିକାଂଶ ଲୋକେ ବା ମହିଳାମାନେ ନିଜ ଘରେ କପଡା ପ୍ରେସ ବା ଆଇରନ କରିବାକୁ ପସନ୍ଦ କରନ୍ତି। ଯେଉଁ ମହିଳାମାନେ ଘର ସମ୍ଭାଳିବା ଦାୟିତ୍ୱ ନିଜ କାନ୍ଧରେ ନେଇଥାନ୍ତି, ସେମାନେ ଏହି କାମକୁ କରିବାକୁ ବେଶ୍‌ ପସନ୍ଦ କରନ୍ତି। ତେବେ ଅନେକ ସମୟରେ ପ୍ରେସ୍‌ କରିବା ସମୟରେ ଆଇରନ ଅଧିକ ଗରମ ହେବା କିମ୍ବା କୌଣସି କାରଣ ଯୋଗୁଁ କପଡା ଜଳିଯାଏ। ଆଉ ଏହା ଜଳିବା ଯୋଗୁଁ କପଡା ଖରାପ ହେବା ସହିତ ଆଇରନ ମଧ୍ୟ ଖରାପ ହୋଇଥାଏ। ତେବେ ଏଥିରେ ଆଉ କୌଣସି କପଡାକୁ ଆଇରନ କରିବା ସମୟରେ ସମସ୍ୟା ଉପୁଜିଥାଏ। ତେବେ ଏହାକୁ ସଫା କରିବା ପାଇଁ ଆପଣ କୌଣସି ଧାରୁଆ ଅସ୍ତ୍ରକୁ ବ୍ୟବହାର କରନ୍ତୁ ନାହିଁ। ଏପରି ଭୁଲ୍‌ କରିବା ଦ୍ୱାରା ଆପଣଙ୍କ ପ୍ରେସ ପଲିସି ଖରାପ ହୋଇଯାଏ। ଆଉ ଏହା ଖଦଖଦଡିଆ ହୋଇଯାଏ। ଏହା ଦ୍ୱାରା ଭବିଷ୍ୟତରେ ସଫ୍ଟ ଏବଯ ସିଲ୍କ ଫ୍ୟାବ୍ରିକ୍ସ ଆଇରନ କରିବାରେ…

Read More