Author: NAZMEEN PARWEEN

ଦେଶରେ ପାରାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପକ୍ଷୀ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି । ପାରା ଲୋକମାନଙ୍କୁ ଶ୍ୱାସରୋଗର ଶିକାର କରୁଛି।ଏକ ସମୟ ଥିଲା ଯେତେବେଳେ ରାଜା ଓ ସମ୍ରାଟମାନେ ପାରା  ବ୍ୟବହାର କରି ବାର୍ତ୍ତା ପଠାଉଥିଲେ । ମେଲ୍ ପଠାଇବାର ଏହି ପଦ୍ଧତି ଅନେକ ବର୍ଷ ଧରି ଚାଲିଥିଲା। ବଲିଉଡର ସୁପରହିଟ୍ ଫିଲ୍ମ ‘ମୈନେ ପ୍ୟାର୍ କିଆ’ରେ ପାରାକୁ ପୋଷ୍ଟମ୍ୟାନ୍ ଭାବେ ମଧ୍ୟ ଦେଖିବାକୁ ମିଳିଥିଲା। ‘ଦିଲ ୱାଲେ ଦୁଲହନିଆ’ରେ ଅମରିଶ ପୁରୀ ପାରାଙ୍କୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା। ଆଜି ଏହି ଦୃଶ୍ୟ ଦେଶର ପ୍ରାୟ ପ୍ରତ୍ୟେକ ଛକ ଓ କୋଣଅନୁକୋଣରେ ଦେଖିବାକୁ ମିଳୁଛି। ଦିଲ୍ଲୀର ଇଣ୍ଡିଆ ଗେଟ୍ ହେଉ କି ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ସବୁଠି ମାନେ ରାସ୍ତାରେ ଖାଉଥିବା ଦେଖିବାକୁ ମିଳିବ। କିଛି ଲୋକ କବୁତ ପାଳନ କରିବାକୁ ମଧ୍ୟ ଭଲ ପାଆନ୍ତି…

Read More