Author: NAZMEEN PARWEEN

 ଭାଇରସ HMPV କୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।  ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ଏହା ନୂଆ ନୁହେଁ। ଏହା ୨୦୦୧ରୁ ଚିହ୍ନଟ କରାଯାଇଥିଲା। ଏହି ଭାଇରସ୍ ଆଗରୁ ରହିଛି। ଏଥି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପୁରା ପ୍ରସ୍ତୁତ ରହିଛି।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ସଚେତନତା ପାଇଁ ଏହି କେସ୍ ଅଧିକରୁ ଅଧିକ ଚିହ୍ନଟ ହେଉଛନ୍ତି। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇ ନାହିଁ, କିମ୍ଵା ରିପୋର୍ଟ ଆସି ନାହିଁ। ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇ ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍‌ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତରେ ଏହି ଭାଇରସ୍ ରହିଛି।…

Read More