Author: NAZMEEN PARWEEN

୨୦୨୫ ବର୍ଷ ଅଟୋ ଇଣ୍ଡଷ୍ଟ୍ରି ପାଇଁ ଅନେକ ନୂଆ ମଡେଲ୍ ଆଣିଛି । ଚଳିତ ବର୍ଷ ଅନେକ ବାଇକ୍ ଏବଂ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀ କମ୍ପାନୀ ଡୁଗାଟୀ ଚଳିତ ବର୍ଷ ଭାରତୀୟ ବଜାରରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୪ ଟି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଯଦି ଦେଖାଯାଏ ତେବେ ମାର୍କେଟରେ ପ୍ରତି ମାସରେ ଡୁକାଟୀର ନୂଆ ମଡେଲ୍ ଲଞ୍ଚ ହୋଇପାରିବ । ନୂଆ ମଡେଲଗୁଡିକର ଲଞ୍ଚିଂ ସହିତ ବାଇକ୍ କମ୍ପାନୀ ନିଜର ଡିଲର ନେଟୱେର୍କକୁ ମଧ୍ୟ ବଢ଼ାଇବାକୁ ଯାଉଛି। ୨୦୨୫ ବର୍ଷର ପ୍ରଥମ ତିନିମାସରେ DesertX Discovery ଏବଂ Ducati’s ର ସୁପରସ୍ପୋର୍ଟ ବାଇକ୍ Panigale V4 ଲଞ୍ଚ ହେବ । ସେହିଭଳି ଆସନ୍ତା ତିନିମାସ ମଧ୍ୟରେ Panigale V2 ଫାଇନାଲ୍ ଏଡିସନ୍ ଏବଂ Scrambler Dark କୁ ମାର୍କେଟରେ ଲଞ୍ଚ କରାଯିବ । ଏହି ୪ଟି ବାଇକ୍ ପ୍ରଥମ ୬…

Read More