Author: NAZMEEN PARWEEN

ବୟସ କେବଳ ଏକ ସଂଖ୍ୟା । ଯଦି ମନରେ କିଛି ହାସଲ କରିବାର ଆଗ୍ରହ ଥାଏ, ତେବେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଶ୍ୟାମଲା ଗୋଲି । ୫୨ ବର୍ଷିୟ ମହିଳା ଯେଉଁ ରେକର୍ଡ ହାସଲ କରିଛନ୍ତି ତାହା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟଷ୍କାଧିକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ୫୨ ବର୍ଷ ବୟସରେ ପହଁରି ପହଁରି ଦୀର୍ଘ ୧୫୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି ଶ୍ୟାମଲା ଗୋଲି । ତେବେ ଆସନ୍ତୁ ଜାଣିବା କିଏ ଏହି ମହିଳା । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ୫୨ ବର୍ଷୀୟା ମହିଳା ଶ୍ୟାମଲା ଗୋଲି ଜାନୁଆରୀ ୪ ତାରିଖରେ ଇତିହାସ ରଚିଛନ୍ତି । ତାଙ୍କର ଅଦ୍ଭୁତ କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ୟାମଲା ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ସମୁଦ୍ରରେ ୧୫୦ କିଲୋମିଟର ପହଁରି ସୂର୍ଯ୍ୟରାଓପେଟା ଉପକୂଳରେ ପହଞ୍ଚିଥିଲେ ।  ଏହି ଯାତ୍ରା ପ୍ରାୟ ପାଞ୍ଚ…

Read More