Author: NAZMEEN PARWEEN

Coldplay 2025 concert: କନ୍ସର୍ଟ, ଲାଇଭ୍ ସୋ’ ଆଦି ପ୍ରମୁଖ କାର୍ଯ୍ୟକ୍ରମପାଇଁ ଟିକେଟ୍ ବିକ୍ରି ବେଳେ ଅନେକ ଅନିୟମିତତା ଓ ବେଆଇନତା ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଚଳିତ ମାସରେ ନଭି ମୁମ୍ବାଇରେ ବ୍ରିଟିଶ ବ୍ୟାଣ୍ଡ କୋଲ୍ଡପ୍ଲେର କନସର୍ଟ୍ ପାଇଁ ଟିକେଟ ବିକ୍ରି ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକରେ କଳାବଜାରୀ ଏବଂ ଟିକେଟ୍ ସ୍କାଲ୍ପିଂ କୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ମାଗିଥିବା ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ ଅମିତ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପିଟିସନରେ ଉଠାଯାଇଥିବା ପ୍ରସଙ୍ଗ ଗୁଡ଼ିକ ଆଇନଗତ କ୍ଷେତ୍ର ସହ ଜଡ଼ିତ, ତେଣୁ ଅଦାଲତ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଏହା ଏକ ଆଇନଗତ ଓ କାର୍ଯ୍ୟନିର୍ବାହୀ ନିଷ୍ପତ୍ତି। ଅଦାଲତ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ପିଟିସନରେ ଉଠାଯାଇଥିବା ସରକାର ଆଇନ ପ୍ରଣୟନ କରିବାକୁ ସ୍ୱାଧୀନ…

Read More