Author: NAZMEEN PARWEEN

ଓଡ଼ିଶା ଅସୀମ ସୁଯୋଗର ଭୂମି ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ପ୍ରବାସୀ ଭାରତୀୟଙ୍କୁ ସୁଯୋଗ ଖୋଜିବା ସହ ରାଜ୍ୟର ଅଭିବୃଦ୍ଧି ଓ ସମୃଦ୍ଧିରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଉଦ ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା କେବଳ ଗୌରବମୟ ଅତୀତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଦେଶ ନୁହେଁ ବରଂ ଭବିଷ୍ୟତ ପାଇଁ ସୁଯୋଗର ଦେଶ। ରାଜ୍ୟର ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ମାଝୀ କହିଛନ୍ତି, ଆଜି ଓଡ଼ିଶା ଦେଶର ଅନ୍ୟତମ ନିବେଶକ ଅନୁକୂଳ ରାଜ୍ୟ ଭାବେ ଉଭା ହୋଇଛି। ଆମର ଆଇଟି, କୃଷି ପ୍ରକ୍ରିୟାକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆମର ସମୃଦ୍ଧ ଖଣିଜ ସମ୍ପଦ ପ୍ରମୁଖ ଶିଳ୍ପଗୁଡ଼ିକୁ ଚଳାଇଛି। ଜଳବାୟୁ ସହନଶୀଳ କୃଷି ନିର୍ମାଣଠାରୁ ଆରମ୍ଭ କରି ଯୁବବର୍ଗଙ୍କୁ ଦକ୍ଷ କରିବା ପର୍ଯ୍ୟନ୍ତ ରାଜ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ…

Read More