Author: NAZMEEN PARWEEN

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି । ଏହାର ନାମ ରଖାଯାଇଛି ପୋଭେଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି, ଯାହାକୁ କେହି ବି ଜାଣନ୍ତି ନାହିଁ । ଏଠାରେ ଗୋଟିଏ ଆଶ୍ଚର୍ଯ୍ୟ କଥା ରହିଛି ଯାହା ହେଉଛି- ଯିଏ ଏଠାକୁ ଯାଏ ସେ ଆଉ ଜୀବନ୍ତ ଫେରି ନଥାଏ । ପୋଭେଗଲିଆ ଆଇଲାଣ୍ଡର ଇତିହାସ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇଥାଏ । ଚତୁର୍ଦ୍ଦଶ ଶତୀବ୍ଦୀରେ ଯେତେବେଳେ ମହାମାରୀ ଆରମ୍ଭ ହେଲା, ଏହି ଦ୍ଵୀପଟି ମହାମାରୀରେ ପୀଡିତ ଲୋକଙ୍କୁ ପୃଥକ କରିବା ପାଇଁ ବ୍ୟବହୃତ ହୋଇଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଏଠାକୁ ଅଣାଯାଇ ଜୀବନ୍ତ ଦଗ୍ଧ କରାଯାଇଥିଲା । ସେଥିପାଇଁ ଏହି ଦ୍ଵୀପକୁ ପ୍ଳେଗ ଆଇଲାଣ୍ଡ ମଧ୍ୟ କୁହାଯାଏ । ମହାମାରୀ ପରେ ଏହି ଦ୍ଵୀପ ବହୁ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ଊନବିଂଶ ଶତାବ୍ଦୀରେ ଏଠାରେ ଏକ…

Read More