Author: NAZMEEN PARWEEN

ଭାରତରେ ପ୍ରାୟ ବହୁତ ଲୋକଙ୍କ ସକାଳ ଚା’ରୁ ଆରମ୍ଭ ହୋଇଥାଏ । ଯଦି କୈଣସି ଦିନ ଚାହା ମିଳେ ନାହିଁ ତାହେଲେ ଦିନଟି ଅଧୁରା ଭଳି ଅନୁଭବ ହୋଇଥାଏ ଚା’ପ୍ରେମୀଙ୍କୁ । ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଚା’ ମିଠାରୁ ଜଣା ପଡିବା ପରେ ପୁଅ ଝିଅଙ୍କ ବିବାହ ହୋଇଥାଏ ।  ଭାରତରେ ଅଧିକାଂଶ ଲୋକଙ୍କ ଦିନଚର୍ଯାରେ ଚା’ ହେଉଛି ଏକ ଅଂଶ । ଏହା ବିନା ଦିନଟି ଅଧୁରା ହୋଇଥାଏ । ଭାରତରେ ଆପଣ କାହା ଘରକୁ ଗଲେ ପ୍ରଥମେ ଅତିଥୀଙ୍କୁ ଚା’ଦିଆଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଆଉ ଏକ ଦେଶରେ ଚା’କୁ ନେଇ ଭିନ୍ନ ପାଗଳାମୀ ରହିଛି । ଏପରି ଏକ ଦେଶ ରହିଛି ଯେଉଁଠାରେ ଚାହାର ମିଠାକୁ ନେଇ ବିବାହ କରାଯାଇଥାଏ । କେବଳ ଚା’ ପିଇବାରେ ନୁହେଁ ବରଂ ଏହାର ଉତ୍ପାଦନରେ…

Read More