Author: NAZMEEN PARWEEN

ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ୨ୟ ଥର କ୍ଷମତାକୁ ଆସିବା ମାତେ୍ର ରାଷ୍ଟ୍ରପତି ଟ୍ରମ୍ପ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ ସେ ଆମେରିକାର ଜନ୍ମାଧିକାର ନାଗରିକତା ଆଇନକୁ ରଦ୍ଦ କରିବା ଭଳି ଏକ ବଡ଼ ନିଷ୍ପତି ନେଇଛନ୍ତି । ଆମେରିକାରେ ଗତ ୧୫୦ ବର୍ଷ ଧରି ଜନ୍ମ ଅଧିକାର ନାଗରିକତା ଆଇନ ବଳବତ୍ତର ରହିଛି । ଏହି ଆଇନ ଅନୁଯାୟୀ ଯଦି ଅନ୍ୟ ଦେଶର କୌଣସି ଦମ୍ପତି ଆମେରିକାରେ ପିଲା ଜନ୍ମ କରନ୍ତି ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ପ୍ରଦାନ କରଯାଇଥାଏ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏକ ନିର୍ଦ୍ଦେଶନାମା ଜାରି କରି ତାହା ରଦ୍ଦ କରିଛନ୍ତି । ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେରିକାରେ ଜନ୍ମ ହେଉଥିବା ପିଲାଙ୍କୁ ଆଉ ଆପେଆପେ…

Read More