Author: NAZMEEN PARWEEN

ଏ ହେଉଛନ୍ତି ଗୋପୀନାଥ ସିଂ  ଆଉ ସେ ଯେଉଁ ଜଙ୍ଗଲ ଭିତରେ ଠିଆ ହୋଇଛନ୍ତି ତାକୁ ସେ ନିଜେ ସୃଷ୍ଟି କରିଛନ୍ତି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । କାରଣ ନିଶା ହେଉଛି ତାଙ୍କର ଗଛ ଲଗାଇବା । ସେଥିପାଇଁ ତ ଟ୍ରି ମ୍ୟାନ୍ ଭାବେ ସମଗ୍ର ଜିଲ୍ଲାରେ ପରିଚିତ । ନିଜ ଆପ୍ରାଣ ଉଦ୍ୟମରେ ଗଢି ତୋଳିଛନ୍ତି ୧୬୦ ହେକ୍ଟରର ଜଙ୍ଗଲ । ଚଳିତ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ ହେବେ ଗୋପୀନାଥ । ୪୦ ବର୍ଷ ଧରି ଗଛ ଲଗାଇ ସେ ସୃଷ୍ଟି କରିଛନ୍ତି ଏହି ଜଙ୍ଗଲ । ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସେ ହେବେ ସମ୍ୱର୍ଦ୍ଧିତ । ଗୋପୀନାଥଙ୍କୁ ଏବେ ୬୬ ବର୍ଷ । ଆଦିବାସୀ ହେଲେ ସୁଦ୍ଧା ଇଶ୍ଵର ଭକ୍ତି ଓ ଆଧ୍ୟାତ୍ମିକ କାର୍ଯ୍ୟ ଏବଂ ତାଙ୍କର ଚାଲିଚଳନ ତଥା…

Read More