Author: NAZMEEN PARWEEN

ଘରେ ସୁଖ, ସମୃଦ୍ଧି ରହିଥାଉ ତାହା ସମସ୍ତେ ଚାହାନ୍ତି। ଘରେ ଆର୍ଥିକ ସ୍ଥିତି ସବୁବେଳେ ଭଲ ରହିଥାଏ। ପଇସା ରହିଥାଏ କିନ୍ତୁ ଆପଣ ସଞ୍ଚୟ କରିପାରନ୍ତି ନାହିଁ। କରଜ ଦିନକୁ ଦିନ ବଢିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳରେ କିଛି ଉପାୟ କରିପାରିବେ । ଏମିତି ଉପାୟ କରିବା ଦ୍ୱାରା ଧନ ଲାଭ ହେବା ଦ୍ୱାରା ସଫଳତା ମଧ୍ୟ ମିଳିଥାଏ। ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ମୁତାବକ, ନିଜ ପାଖରେ ସବୁବେଳେ ଏକ ଗୋଲାପ ଫୁଲ କିମ୍ବା ଅନ୍ୟ ସୁଗନ୍ଧିତ ଫୁଲ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଆଡ଼କୁ ଲୋକେ ଆକର୍ଷିତ ହେବେ। ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗୋଲାପ ଜଳରେ ଉପାୟ କରିବା ଜରୁରୀ। ୧୧ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନଙ୍କୁ ୧୧ଟି ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମଙ୍ଗଳବାର ଦିନ ନାଲି ଚନ୍ଦନ, ନାଲି ଗୋଲାପ ଏବଂ ରୋଲି ନେଇ…

Read More