Author: NAZMEEN PARWEEN

ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶାରଦ ଓ ବିଭିନ୍ନ ମହଲର ପ୍ରତିନିଧି ସାମିଲ ହେବେ । ୨୦୨୫-୨୬ ବର୍ଷର ବଜେଟ ପାଇଁ ହେବ ବିଚାରବିମର୍ଶ । ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ବଜେଟ । ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୧୭ ତାରିଖ ଗୃହରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୧ ଫେବ୍ରୁଆରୀ ଯାଏ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୭ ମାର୍ଚ୍ଚରୁ ଏପ୍ରିଲ ୫ ଯାଏ ଅନୁଷ୍ଠିତ ହେବ । ଗତକାଲି ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି…

Read More