Author: NAZMEEN PARWEEN

Donald Trump: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବଦଳିଲା ଭାରତ ପ୍ଲେବୁକ୍ – ପାରମ୍ପରିକ ମେଣ୍ଟ ଅପେକ୍ଷା ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା । ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ଜାତୀୟ ସ୍ୱାର୍ଥ ଉପରେ ଭାରତର ଫୋକସକୁ ପ୍ରତିଫଳିତ କରୁଛି ରଣନୈତିକ ସ୍ୱାଧୀନତା ବଜାୟ ରଖି ଭାରତ ଆମେରିକା ଓ ରୁଷ୍ ସହ ସମ୍ପର୍କକୁ ସନ୍ତୁଳିତ ରଖିଛି ଟ୍ରମ୍ପ ୨.୦ ନୀତି ପରିବର୍ତ୍ତନ ଭାରତର ବାସ୍ତବ ବୈଦେଶିକ ନୀତି ଆଭିମୁଖ୍ୟକୁ ପ୍ରତିଫଳିତ କରୁଛ କେବଳ ଆପଣଙ୍କୁ (ୟୁରୋପକୁ) ଖୁସି କରିବା ପାଇଁ ଭାରତ କାହିଁକି ଅଧିକ ମୂଲ୍ୟ ଦେବ?”, ଋଷରୁ ଭାରତର ତୈଳ ଆମଦାନୀକୁ ନେଇ ବଢୁଥିବା ସମାଲୋଚନା ମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନଭେମ୍ବର ୨୦୨୪ରେ ଏକ ସାହସିକ ବୟାନ ଦେଇଥିଲେ । ୟୁକ୍ରେନ ଯୁଦ୍ଧ ସମୟରେ ମସ୍କୋ ସହ ସମ୍ପର୍କ ଛିନ୍ନ କରିବା ପାଇଁ ଭାରତ ଉପରେ ଚାପ ବଢ଼ୁଥିବା ବେଳେ ଜୟଶଙ୍କର…

Read More