Author: NAZMEEN PARWEEN

Champions Trophy: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଟିମର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ସହ ଜଡିତ । ଚାମ୍ପିଅନ୍ସ ଟ୍ରଫିରେ ବୁମ୍ରାଙ୍କ ଅଂଶଗ୍ରହଣକୁ ନେଇ ଏବେ ବି ସସ୍ପେନ୍ସ ରହିଛି। ବୁମ୍ରାଙ୍କ ସମ୍ପର୍କରେ ଏନସିଏ ଖୁବଶୀଘ୍ର ନିଷ୍ପତ୍ତି ନେବ। ଯଶପ୍ରୀତ ବୁମରାଙ୍କୁ ନେଇ ବଡ ଅପଡେଟ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ନେଇ ଏବେ ବି ସସ୍ ରହିଛି ଏନସିଏ ଖୁବଶୀଘ୍ର ବୁମରାଙ୍କ ବିଷୟରେ ନିଷ୍ପତ୍ତି ନେବ । ଚାମ୍ପିୟନ୍ସ ଟ୍ରଫିର କାଉଣ୍ଟଡାଉନ ଏବେ ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଅନୁଷ୍ଠିତ ହେବ। ସେପଟେ ଟିମ୍ ଇଣ୍ଡିଆ ନିଜର ସମସ୍ତ ମ୍ୟାଚ୍ ଏକ ହାଇବ୍ରିଡ୍ ମଡେଲରେ ୟୁଏଇରେ ଖେଳିବ। ଚାମ୍ପିୟନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଦଳ ଫେବ୍ରୁଆରି ୨୦ରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ।…

Read More