Author: NAZMEEN PARWEEN

ବ୍ଲାକରେ ବିକ୍ରି ହେଲାଣି ବାରବାଟୀ ୱାନ ଡେ ଟିକଟ । ପୁଣି ପୁରୁଷ ନୁହେଁ ଦୁଇ ବୃଦ୍ଧା ମହିଳା କରୁଛନ୍ତି କଳାବଜାରୀ । ସବୁଠୁ ବଡ଼ କଥା ହେଲା ଟିକେଟ ମୂଲ୍ୟ ୧୧ ଶହ ଥିବା ବେଳେ ତାହାକୁ ୪ହାଜର ଟଙ୍କାରେ ବିକ୍ରି କରୁଛନ୍ତି । ପରିଣତ ବୟସରେ କିଛି ଟଙ୍କା ଉପାର୍ଜନ କରିବା ପାଇଁ ଏପରି ବାଟ ଆପଣାଇଛନ୍ତି ମହିଳା ମାନେ । ସେପଟେ ବାରବାଟୀ ମ୍ୟାଚ ପାଇଁ ବ୍ଲାକରେ ଟିକେଟ ବିକ୍ରି ପାଇଁ ଫେକବୁକ ଓ ଓଏଲଏକ୍ସରେ କେତେକ ଲୋକ ଏହାର ବିଜ୍ଞାପନ ଦେଇଛନ୍ତି । ଚଢ଼ା ଦର ବି ରଖିଛନ୍ତି । ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକଟ ପାଇ ପାରିବେ ବୋଲି ମଧ୍ୟ କୁହାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କି ଏତେ ବ୍ୟବସ୍ଥା ଥାଇ ମଧ୍ୟ କିଭଳି କଳା ବଜାରୀ ଟିକେଟ ହେଉଛି ?  କିଏ ୭୦୦ ଟଙ୍କିଆ ଟିକେଟକୁ…

Read More