Author: Purva Paksha

Bhakta Das: ଜାତୀୟ ଦଳର ଶୀର୍ଷ ନେତୃତ୍ୱ କାହିଁକି ଭକ୍ତ ଦାସଙ୍କୁ ବାଛିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହା ପଛରେ ଏକ ପ୍ରମୁଖ କାରଣ ରହିଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଓଡ଼ିଶାରେ କଂଗ୍ରେସ ଦଳକୁ ମିଳିଲା ନୂଆ ନେତା। ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଅନେକ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ଚାଲିଥିବାବେଳେ ହାଇକମାଣ୍ଡ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନାମ ଉପରେ ମୋହର ଲଗାଇଛନ୍ତି। ରାଜ୍ୟ କଂଗ୍ରେସର ଶୀର୍ଷ ପଦ ପାଇଁ ମହମ୍ମଦ ମୋକିମ୍ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଭଳି ନେତାଙ୍କ ନାମ ଉପରେ ବିଚାର କରାଯାଉଥିଲା। ଜାତୀୟ ଦଳର ଶୀର୍ଷ ନେତୃତ୍ୱ କାହିଁକି ଭକ୍ତ ଦାସଙ୍କୁ ବାଛିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହା ପଛରେ ଏକ ପ୍ରମୁଖ କାରଣ ରହିଛି। ଦଳିତ କାର୍ଡ ଖେଳିଲା କଂଗ୍ରେସ ପୂର୍ବରୁ ରାମଚନ୍ଦ୍ର କଦମଙ୍କୁ ରାଜ୍ୟରେ…

Read More