Author: Purva Paksha

ନିର୍ବାଚନ ମୁହାଁ ନୂଆପଡ଼ା ଲାଗି ହାତ ଖୋଲି ଦେଇଛନ୍ତି ବିଜେପି ସରକାର। ୧୦୦ କୋଟି ଟଙ୍କାର ଜନମଙ୍ଗଳ ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ଅବସରରେ ଘୋଷଣା କରିଛନ୍ତି। ଏ ନେଇ ନିଜ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ପନ୍ଦର ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନୂଆପଡ଼ା ଜିଲ୍ଲାକୁ ଆଗମନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ରାଜ୍ୟ ରାଜଧାନୀଠାରୁ ଦୂରରେ ଥିଲେ ମଧ୍ୟ ନୂଆପଡ଼ାର ବିକାଶକୁ ଗୁରୁତ୍ୱ ଦେବାର ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ମୁଁ ଆଜି ପୁଣିଥରେ ନୂଆପଡ଼ା ଆସିଛି। ଏହି ଜିଲ୍ଲାର ବିକାଶ ଦାୟିତ୍ୱକୁ ମୁଁ ବ୍ୟକ୍ତିଗତ ଭାବେ ତଦାରଖ କରିବି ଏବଂ ଆବଶ୍ୟକ… pic.twitter.com/HlJ9YZCs7n — Mohan Charan Majhi (@MohanMOdisha) October 6, 2025 ସେ କହିଛନ୍ତି, ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲାରେ…

Read More