Author: Purva Paksha

ରାଜ୍ୟର ପ୍ରତି ତହସିଲରେ ଏଣିକି ଜମି ଜମା ପଞ୍ଜିକରଣ ହୋଇପାରିବ। ଏନେଇ ତହସିଲରେ ସବ୍‍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ନୂଆପଡ଼ା ଜିଲ୍ଲାର ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି ବୋଲି ଆଜି ନିର୍ବାଚନ ଅଭିମୁଖୀ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି। ଏହି ପ୍ୟାକେଜ୍ ମଧ୍ୟରେ ୬୪ କୋଟି+ ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟି + ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ… pic.twitter.com/BTa7Qn8jUW — Mohan Charan Majhi (@MohanMOdisha) October…

Read More