Author: Purva Paksha

Can BJD divert attention from KIIT issue : ଯେତେବେଳେ କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ପଡ଼ୁଛି ଉଠୁଛି ସେହି ସମୟରେ ଉଠିଛି ମିଶନ ଶକ୍ତିର ‘ଗୈରିକରଣ’ ପ୍ରସଙ୍ଗ।  ଏହା କିଟ୍‍ଛାତ୍ରୀ ଆତ୍ମହତ୍ୟାରେ କିଛି ବଡ଼ ଗୁମରକୁ ଚପାଇ ଦେବାକୁ ଉଦ୍ୟମ କରୁନି ତ? ଆଜି ବିଧାନସଭାରେ ହଠାତ୍‍ ମିଶନଶକ୍ତି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଚିହିଁକି ଉଠିଛନ୍ତି। ଯଦିଓ ତିନିଦିନ ପୂର୍ବରୁ ବିରୋଧୀ ଦଳ ନେତା ବଜେଟ୍‍ ବାବଦରେ ପ୍ରତିକ୍ରିୟା ରଖିବା ସମୟରେ ମିଶନ ଶକ୍ତିରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗକୁ ଉଠାଇଥିଲେ କିନ୍ତୁ ତାହା ସେତେବେଳେ ଏତେ ଗୁରୁତ୍ୱ ନେଇନଥିଲା। ହେଲେ ଯେତେବେଳେ କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ପଡ଼ୁଛି ଉଠୁଛି ସେହି ସମୟରେ ଉଠିଛି ମିଶନ ଶକ୍ତିର ‘ଗୈରିକରଣ’ ପ୍ରସଙ୍ଗ।  ଏହା କିଟ୍‍ଛାତ୍ରୀ ଆତ୍ମହତ୍ୟାରେ କିଛି ବଡ଼ ଗୁମରକୁ ଚପାଇ ଦେବାକୁ ଉଦ୍ୟମ କରୁନି ତ? ଏ ଆଶଙ୍କା…

Read More