Author: Purva Paksha

Big Bull: ପାଖାପାଖି ୫ ମାସ ମଧ୍ୟରେ ଷ୍ଟକ୍‍ ବଜାରରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି, ଯାହା ଦେଶର କେତେକ ବଡ଼ ବଡ଼ ନିବେଶକଙ୍କୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ପରିସଂଖ୍ୟାନକୁ ଦେଖିଲେ ଅକ୍ଟୋବର ପହିଲାରୁ ଦେଶର ଶ୍ରେଷ୍ଠ ୧୦ଟି ବଡ଼ ନିବେଶକ ମିଳିତଭାବେ ୮୧ ହଜାର କୋଟି ଟଙ୍କା ହରାଇଛନ୍ତି। ଗତ କିଛିଦିନ ଧରି ଷ୍ଟକ୍ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ଏହି ହ୍ରାସ କେବଳ ଷ୍ଟକ୍ ବଜାରର ଖୁଚୁରା ନିବେଶକମାନଙ୍କୁ କ୍ଷତି ପହଞ୍ଚାଇ ନାହିଁ। ଏହାଦ୍ୱାରା ଦେଶର ବିଗ୍ ବୁଲ୍ସ ଭାବରେ ଜଣାଶୁଣା କିଛି ବଡ଼ ନିବେଶକ ମଧ୍ୟ ବହୁତ କ୍ଷତି ସହିଛନ୍ତି। କ୍ଷତି ସହିଥିବା ବଡ଼ ନିବେଶକଙ୍କ ମଧ୍ୟରେ ରାଧାକିଶନ ଦାମାନୀ ସବୁଠାରୁ ଅଧିକ କ୍ଷତି କରିଛନ୍ତି।  ଅକ୍ଟୋବର ୧ ତାରିଖରୁ ସେ ୬୪ ହଜାର କୋଟି ଟଙ୍କାର  କ୍ଷତି ସହିଛନ୍ତି। ରାକେଶ ଝୁନଝୁନୱାଲାଙ୍କ ପୋର୍ଟଫୋଲିଓ ପ୍ରାୟ ୧୯ ପ୍ରତିଶତ କ୍ଷତି ସହିଛି। ସେହିପରି ଦେଶର…

Read More