Author: Purva Paksha

Rape and conversion: ଅଜମେର ବ୍ଲାକମେଲ ମାମଲା ଭଳି ଏକ ମାମଲା ରାଜସ୍ଥାନର ବେୱାର ଜିଲ୍ଲାରେ ସାମ୍ନାକୁ ଆସିଛି। ଏଠାରେ ୬ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ କରାଯାଇଥିଲା। ୧୦ରୁ ୧୫ ଜଣିଆ ଏହି ଗ୍ୟାଙ୍ଗ ଏହି କାମ କରୁଥିଲା। କିଛି ଝିଅଙ୍କୁ କଲମା ପଢ଼ିବା ମଧ୍ୟ ଶିଖାଯାଉଥିଲା ବୋଲି ଝିଅମାନଙ୍କ ପରିବାର ଲୋକେ କହିଛନ୍ତି। ଟଙ୍କା ଆଣିବା ପାଇଁ ଚାପ ପଡ଼ୁଥିଲା। ରାଜସ୍ଥାନର ବେୱାର ଜିଲ୍ଲାର ବିଜୟନଗରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ମୁସଲିମ ସମ୍ପ୍ରଦାୟର ଯୁବକମାନେ ସ୍କୁଲରେ ପଢ଼ୁଥିବା ନାବାଳିକାଙ୍କୁ ଫସାଇ ଦୁଷ୍କର୍ମ ସହିତ ଧର୍ମାନ୍ତରଣ ରାକେଟ୍ ଚଳାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା, ଅଭିଭାବକ ଏବଂ ହିନ୍ଦୁ ସଂଗଠନଗୁଡ଼ିକ ଏହି ମାମଲାକୁ ନେଇ ପ୍ରତିବାଦ କରିବା ସହିତ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପ୍ରାୟ ୧୨-୧୫ ଜଣ ଯୁବକଙ୍କ ଏକ ଗ୍ୟାଙ୍ଗ୍ ଏହି କାଣ୍ଡ ପଛରେ ରହିଛି। ପୋଲିସ ଏହି ମାମଲାରେ…

Read More