Author: Purva Paksha

Odia Language: ଆଜି ଓଡ଼ିଆ ଭାଷାର ଅବସ୍ଥା କେଉଁଠି? ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆଜି ସେ ବିଷୟରେ ଏଇ ବିଶେଷ ଉପସ୍ଥାପନା। ଦିନେ ଭାଷା ବଞ୍ଚିଲେ ଆମେ ବଞ୍ଚିବା ସ୍ଲୋଗାନ ଦେଇ ଆମ ଭାଷାର ଅସ୍ତିତ୍ୱ, ପରାକାଷ୍ଠାକୁ ଇଂରେଜ ଦରବାରରେ ପ୍ରତିଷ୍ଠା କରି  ବଙ୍ଗଳା ଜଞ୍ଜିରରୁ ମୁକୁଳାଇଥିଲେ ଆମର ଭାଷାପ୍ରେମୀ। ଭାଷା ଭିତ୍ତିରେ ପ୍ରଥମ ପ୍ରଦେଶକୁ ପ୍ରତିଷ୍ଠା କରିଥିଲେ। ସ୍ୱୟଂ ଜାତିର ପିତା ମହାତ୍ମା ଗାନ୍ଧି ମଧ୍ୟ ଓଡ଼ିଆଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ।  ହେଲେ ଆଜି ଓଡ଼ିଆ ଭାଷାର ଅବସ୍ଥା କେଉଁଠି? ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆଜି ସେ ବିଷୟରେ ଏଇ ବିଶେଷ ଉପସ୍ଥାପନା। ଆଜି ବିଶ୍ୱର ୨୫୦ରୁ ଅଧିକ ଭାଷାର ଅବସ୍ଥା ହୋଇଛି। ଆଉ ୪୦ଟି ଭାଷା ଉଭେଇ ଯିବାର ଭୟ ବି ସୃଷ୍ଟି ହୋଇଛି। ଆମ ଦେଶରେ ପ୍ରତିଟି ପ୍ରାଚୀନ ଭାଷା ଏବେ ଅସ୍ତିତ୍ୱ ସଙ୍କଟରେ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଭିତରେ…

Read More