Author: Purva Paksha

ଭାରତ ଓ ରୁଷିଆ ନିଜର ବାୟୁ ପ୍ରତିରକ୍ଷା ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତ। ଉଭୟଙ୍କ ମଧ୍ୟରେ ଆଗାମୀ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ ପାଇଁ ଏକ ବଡ଼ ବୁଝାମଣା ହୋଇପାରେ। ଭାରତର ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ (ଏଚଏଏଲ) ଏହା ସମ୍ପର୍କରେ ସଙ୍କେତ ଦେଇଛି। ଭାରତର ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ (ଏଚଏଏଲ) ନୂଆ ଯୁଦ୍ଧ ବିମାନ ନିର୍ମାଣ ପାଇଁ ରୁଷିଆ ସହ କାମ କରିବାକୁ ପ୍ରସ୍ତୁତ। ରୁଷିଆ ଖବର ଏଜେନ୍ସି ଟାସ୍ ଏଚଏଏଲ ପ୍ରତିନିଧିଙ୍କୁ ଉଦ୍ଧୃତ କରି ଏହି ସୂଚନା ଦେଇଛି। କମ୍ପାନୀ ପ୍ରତିନିଧି ମିଗ-୨୧ ରୁ ଆରମ୍ଭ କରି ସୁ-୩୦ ଏମକେଆଇ ଲଢ଼ୁଆ ବିମାନ ପର୍ଯ୍ୟନ୍ତ, ଦଶନ୍ଧି ଧରି ଚାଲିଥିବା ମିଳିତ ଉଦ୍ୟମ ମାଧ୍ୟମରେ ଭାରତ ଓ ରୁଷିଆ ମଧ୍ୟରେ ବିକଶିତ ଉତ୍ତମ ସମ୍ପର୍କର ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ଏହି ପରମ୍ପରାକୁ ନୂଆ କ୍ଷେତ୍ରକୁ ନେବା ପାଇଁ ପ୍ରସ୍ତୁତ। ଏଥିରେ ସମ୍ଭବତଃ ସୁଖୋଇ-୫୭ ଭଳି ପଞ୍ଚମ…

Read More