Author: Purva Paksha

ଶୁଣିବାକୁ ଅଜଣା ଲାଗିବ, କିନ୍ତୁ ଏହା ସତ। ଏମିତି ଏକ ମୁସଲମାନ ଦେଶ ଅଛି ଯେଉଁଠାରେ ଝିଅମାନେ ପ୍ଲେଜର ମ୍ୟାରେଜ କରୁଛନ୍ତି। ମାନେ କିଛିଦିନ ପାଇଁ ବିବାହର ମଜା, ତା’ପରେ ଛାଡ଼ପତ୍ର । ତା’ ବି ଆଇନଗତ ଭାବେ। ଏଭଳି ବିବାହ ମାତ୍ର ୧୦-୧୫ କିମ୍ବା କୋଡ଼ିଏ ଦିନ ପାଇଁ ହୋଇଥାଏ। ଅର୍ଥାତ୍ ସେମାନେ ଅଜଣା ଲୋକଙ୍କୁ କିଛିଦିନ ପାଇଁ ସ୍ୱାମୀ କରୁଛନ୍ତି, ସ୍ୱାମୀଙ୍କ ସହ ସ୍ତ୍ରୀ ପରି ରହୁଛନ୍ତି। ତା’ପରେ ସ୍ତ୍ରୀ ରାସ୍ତା ଏବଂ ସ୍ୱାମୀ ରାସ୍ତା ଅଲଗା ହୋଇଯାଏ। ଉଭୟେ ଏପରି ଅଲଗା ହୁଅନ୍ତି ଯେମିତି ସେମାନେ ପରସ୍ପରକୁ କେବେ ଜାଣିନଥିଲେ। ହଁ, ଏହା ବଦଳରେ ଝିଅଟିକୁ ବଡ଼ ପରିମାଣରେ ଅର୍ଥରାଶି ମିଳିଥାଏ। ଆମେ ଯେଉଁ ଦେଶ କଥା କହିବାକୁ ଯାଉଛୁ,ସେହି ଦେଶ ଉପରେ ଗୋଟିଏ ସମୟରେ ହିନ୍ଦୁ ରାଜାମାନଙ୍କର ଶାସନ ଥିଲା। ସେମାନେ ସେଠାରେ ରାଜ କରୁଥିଲେ। ଏହି ଦେଶର ସଂଖ୍ୟାଧିକ ନାଗରିକ ମଧ୍ୟ ହିନ୍ଦୁ ଥିଲେ।…

Read More