Author: Purva Paksha

Congress: ସକାରାତ୍ମକ ଶକ୍ତି ପାଇବା ପାଇଁ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନର ଦକ୍ଷିଣ ଦ୍ୱାରକୁ ବନ୍ଦ କରି ଦିଆଯାଇଛି ଏବଂ ପୂର୍ବ ପାର୍ଶ୍ୱ ଗେଟ୍ ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯିବ। ସରକାର ସାଇବର ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା, ନିୟମିତ ଅଡିଟ୍ କରିବା ଏବଂ ଡାଟା ସୁରକ୍ଷା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ, ଆଧାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସକ୍ରିୟ ପଦକ୍ଷେପ ସହିତ ଡାଟା ଉଲ୍ଲଂଘନକୁ ଦୂର କରିବାରେ ସ୍ୱଚ୍ଛତା ଜରୁରୀ। ଜଷ୍ଟିସ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ ଏହି ସବୁ ପଦକ୍ଷେପ ବିନା ଆଧାର-ପାନ୍ ଲିଙ୍କ୍ ଅର୍ଥାତ୍ ଆର୍ଥିକ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଠକେଇ ରୋକିବା ଉଦ୍ଦେଶ୍ୟ ଡାଟା ଉଲ୍ଲଂଘନ ଓ ଗୋପନୀୟତା ଉଲ୍ଲଂଘନର ଆଶଙ୍କା ଦ୍ୱାରା କ୍ଷୁର୍ଣ୍ଣ ହୋଇପାରେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ…

Read More