Author: Purva Paksha

Arvind Kejriwal: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ ଓ ଅରବିନ୍ଦ କେଜ୍ରିୱାଲଙ୍କର ହାର ହୋଇଛି। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କର ସକ୍ରିୟ ରାଜନୀତିରେ ରହିବାକୁ ନେଇ ଅନେକ ଅଟକଳ ଲାଗୁଛି। ଏହି ମଧ୍ୟରେ ସଞ୍ଜୀବ ଅରୋଡାଙ୍କୁ ପଞ୍ଜାବର ଲୁଧିଆନା ୱେଷ୍ଟରୁ ଉପନିର୍ବାଚନ ପ୍ରାର୍ଥୀ କରାଯାଇଛି। ଏହି ପରିସ୍ଥିତିରେ କେଜରୀୱାଲଙ୍କର ରାଜ୍ୟସଭାକୁ ଯିବାର ଚର୍ଚ୍ଚା ଆରମ୍ଭ ହୋଇଛି। କେଜ୍ରିୱାଲଙ୍କର ରାଜ୍ୟସଭା ଯିବାର ଚର୍ଚ୍ଚା ଖଣ୍ଡନ କେଜ୍ରିୱାଲ ରାଜ୍ୟସଭା ଯିବାର ଦାବି କରିଛି କଂଗ୍ରେସ ସଞ୍ଜୀବ ଅରୋଡାକୁ ଲୁଧିଆନା ଆସନରେ ଉପନର୍ବାଚନ ଲଢ଼ିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚାଲିଥିବା କଳ୍ପନାଜଳ୍ପନାକୁ ଆମ୍ ଆଦମୀ ପାର୍ଟି (ଆପ୍) ଖଣ୍ଡନ କରିଛି। ଜାତୀୟ ରାଜଧାନୀରେ ଦଳର ପରାଜୟ ପରେ ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା ପୂର୍ବରୁ କହିଥିଲେ ଯେ ସଞ୍ଜୀବ ଅରୋରାଙ୍କ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାକୁ ଯିବେ ଏବଂ…

Read More