Author: Purva Paksha

TPCODL: ଟାଟା ୨୪୬ କୋଟି ଅଧିକ ଆୟ କରିଛି। ଅପରପକ୍ଷେ ଏହାକୁ ସ୍ୱୀକାର କରି ଫେରସ୍ତ କରିବା ବଦଳରେ କ୍ଷତି ଦର୍ଶାଇ ଆସନ୍ତା ବର୍ଷଠାରୁ ବିଜୁଳି ୟୁନିଟ ପିଛା ଦରରେ ଉପଭୋକ୍ତାଙ୍କଠାରୁ ଅଧିକ ୧୨ ଟଙ୍କା ୪୨ ପଇସା ଆଦାୟ କରିବାକୁ ପ୍ରସ୍ତାବ ଦେଇଛି। ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ବିଜୁଳି ବଣ୍ଟନ କରୁଥିବା ଟାଟା ପାଓ୍ୱାର ଦିନକୁ ଦିନ ଅମାନିଆ ହେବାରେ ଲାଗିଛି। ଏପରିକି ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କୁ ମଧ୍ୟ ଅମାନ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାଫଳରେ ଟାଟା ୨୪୬ କୋଟି ଅଧିକ ଆୟ କରିଛି। ଅପରପକ୍ଷେ ଏହାକୁ ସ୍ୱୀକାର କରି ଫେରସ୍ତ କରିବା ବଦଳରେ କ୍ଷତି ଦର୍ଶାଇ ଆସନ୍ତା ବର୍ଷଠାରୁ ବିଜୁଳି ୟୁନିଟ ପିଛା ଦରରେ ଉପଭୋକ୍ତାଙ୍କଠାରୁ ଅଧିକ ୧୨ ଟଙ୍କା ୪୨ ପଇସା ଆଦାୟ କରିବାକୁ ପ୍ରସ୍ତାବ ଦେଇଛି। ଓଇଆର୍‍ସି ପକ୍ଷରୁ ଷଷ୍ଠ ଦିନରେ ପହଞ୍ଚିଥିବା ଜନ ଶୁଣାଣିରେ ଟାଟା ପାଓ୍ୱାରର କେନ୍ଦ୍ରୀୟ ବିତରଣ କମ୍ପାନୀ…

Read More