Author: Purva Paksha

Life ban on convicted leaders: ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ଉପରେ ଆଜୀବନ ନିଷେଧାଦେଶ ଏକ ଆଇନଗତ ମାମଲା। ଏଭଳି ନେତାଙ୍କ ନର୍ବାଚନ ଲଢ଼ିବା ଉପେର ଆଜୀନବନ ନିଷେଧାଦେଶ ଲାଗୁ କରିବାର କ୍ଷମତା ସଂସଦର ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅଯୋଗ୍ୟ ଘୋଷଣାର ଅବଧି ଏକ ଆଇନଗତ ନୀତି ପ୍ରସଙ୍ଗ ବୋଲି କେନ୍ଦ୍ର କହିଛି ଅଶ୍ୱିନୀ ଉପାଧ୍ୟାୟଙ୍କ ୨୦୧୬ ଆବେଦନର ଜବାବ ଏହି ସତ୍ୟପାଠ ଦିଆଯାଇଛି ବର୍ତ୍ତମାନର ଆଇନରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଜନେତାଙ୍କୁ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଜନେତାମାନେ ନିର୍ବାଚନ ଲଢ଼ିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଏକ ପ୍ରତିସତ୍ୟପାଠ ଦାଖଲ କରିଛନ୍ତି। ସରକାର କହିଛନ୍ତି ଯେ ଅଯୋଗ୍ୟତା ଅବଧି କଡ଼ାକଡ଼ିଭାବେ ଆଇନଗତ ନୀତି ପରିସରଭୁକ୍ତ। ଜନପ୍ରତିନିଧି ଆଇନ, ୧୯୫୧ର ଧାରା…

Read More