Author: Purva Paksha

Hindi Vs Tamil History: ଭାଷାକୁ ନେଇ ଦକ୍ଷିଣରେ ରାଜନୀତି ଜାରି ରହିଛି। ଜାତୀୟ ଶିକ୍ଷା ନୀତି (ଏନଇପି)ରେ ତିନିଟି ଭାଷା ଶିଖିବାର ବ୍ୟବସ୍ଥା ଆରମ୍ଭ ହେବା ପରେ କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିନ୍ଦୀ-ତାମିଲ ବିବାଦ ଜାରି ରହିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ହିନ୍ଦୀକୁ ମାତୃଭାଷାର ହତ୍ୟାକାରୀ ବୋଲି ମଧ୍ୟ କହିଛନ୍ତି। ଜାଣନ୍ତୁ ତାମିଲ ଭାଷାର ବୟସ କେତେ, ସଂସ୍କୃତ ର ଜନ୍ମ କେମିତି ଓ ହିନ୍ଦୀ କିପରି ଅସ୍ତିତ୍ୱରେ ଆସିଲା? ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦାବି କରୁଛନ୍ତି ଯେ ସଂସ୍କୃତ ଏବଂ ହିନ୍ଦୀ ଉତ୍ତର ଭାରତର ୨୫ରୁ ଅଧିକ ଭାଷାକୁ ଗ୍ରାସ  କରିଛନ୍ତି। ଏଥିରେ ସେ ଭୋଜପୁରୀ, ମୈଥିଳୀ, ଅବଧି, ବ୍ରଜ, ବୁନ୍ଦେଲି, ଗଢ଼ୱାଲି ଏବଂ ମାଗାହି ଭଳି ଭାଷା ଏବଂ ଉପଭାଷାଗୁଡ଼ିକୁ ଗଣନା କରୁଛନ୍ତି। ହିନ୍ଦୀ ବିରୋଧୀ ରାଜନୀତିରେ ଲିପ୍ତ ଷ୍ଟାଲିନ୍ ଜାତୀୟ ଶିକ୍ଷା ନୀତି ଅଧୀନରେ କାର୍ଯ୍ୟକାରୀ ହୋଇଥିବା…

Read More