Author: Purva Paksha

Gangsters will be eliminated from Delhi: ଦିଲ୍ଲୀରେ ବିଜେପି ସରକାର ଗଠନ ହେବା ପରେ ଏବେ ରାଜଧାନୀକୁ ଅପରାଧମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀ ଗୃହମନ୍ତ୍ରୀ ଆଶିଷ ସୁଦଙ୍କ ସହ ଏକ ବୈଠକ ହୋଇଥିଲା। ଏହି ସମୟରେ ଦିଲ୍ଲୀକୁ ଅପରାଧମୁକ୍ତ କରିବା ପାଇଁ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଓ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବିଜେପି ସରକାର ଆସିବା ପରେ, ଏବେ ଆକ୍ସନ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଆଉ ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ଗୃହମନ୍ତ୍ରୀ ଆଶିଷ ସୁଦ ଏବଂ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଇନ ଶୃଙ୍ଖଳା ସମ୍ପର୍କରେ ଏକ ବୈଠକ କରିଥିଲେ। ଏହି ସମୟ ମଧ୍ୟରେ, ସେ…

Read More