Author: Purva Paksha

Crime Branch: ସରକାର ପରିବର୍ତ୍ତନ ହେବା ସହ ଦୀପାଳି ଆଉ କ୍ଷମତାରେ ନାହାନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ଉଭୟେ ବିଶାଲ ଏବଂ ଝିଅ ଦୀପାଳି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରି ଶୋଇପଡ଼ିଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ପୁଣି ସତେଜ ହୋଇପଡ଼ିଛି। ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ କ୍ରାଇମବ୍ରାଞ୍ଚରେ ଆଜି ହାଜର ହୋଇପାରନ୍ତି।  ପୂର୍ବରୁ ଉଭୟ ଦୀପାଳି ଓ ବିଶାଲ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ସିବିଆଇ ତଦନ୍ତ କରିବା ଆବଶ୍ୟକ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।  କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ନିଜର ବୟାନ ରେକର୍ଡ କରାଇବାକୁ  ଗତ ସପ୍ତାହରେ ନୋଟିସ କରାଯାଇଥିଲା। ଜାନୁୟାରୀ ୨୯, ୨୦୨୩ ମସିହାରେ ତତ୍କାଳୀନ…

Read More