Author: Purva Paksha

Koshal: ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର କୋଶଳ ଅଞ୍ଚଳକୁ ଓଡ଼ିଶା ସହ ମିଶାଇବା ଏକ ଐତିହାସିକ ଭୁଲ ବୋଲି ଦେଇଥିବା ବୟାନ ରାଜ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ସମ୍ବଲପୁର ବିଧାୟକଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ଓଡ଼ିଶା ସରକାର ଓ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ବୟାନକୁ ବିଭିନ୍ନ ରାଜନୈତିକ ମହଲରୁ ତୀବ୍ର ସମାଲୋଚନା କରାଯିବା ସହ ବିଜେପି ବିଧାୟକ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ନେତାମାନେ ଦାବି କରିଛନ୍ତି। ମିଶ୍ର ଆଞ୍ଚଳିକ ବିଭାଜନକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ରାଜ୍ୟର ଏକତାକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଜେପିକୁ କଡ଼ା ସମାଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଆଞ୍ଚଳିକ ପରିଚୟ କଥା କହି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ଏବେ ରାଜ୍ୟର…

Read More