Author: Purva Paksha

Khyber Pakhtunkhwa: ନିକଟରେ ଖବର ପ୍ରକାଶ ପାଇଥିଲା ଯେ ୧୯୪୭ରେ ଭାରତ ଓ ପାକିସ୍ତାନ ବିଭାଜନ ହେବା ପରେ ବେଲୁଚିସ୍ତାନ ଭାରତରେ ମିଶିବାକୁ ଇଚ୍ଛା ପ୍ରକାଶ କରିଥିଲା। ଏଥିରେ ବିଶେଷ କିଛି ତତ୍ତ୍ୱ ନ ଥିଲା, କିନ୍ତୁ ଖାଇବର ପଖତୁନଖ୍ୱା ଯେକୌଣସି ମୂଲ୍ୟରେ ଭାରତରେ ଯୋଗ ଦେବାକୁ ଚାହୁଁଥିଲେ, ତେଣୁ ଜାଣନ୍ତୁ ପରବର୍ତ୍ତୀ ସମୟରେ କ’ଣ ହେଲା… ଭାରତକୁ ସ୍ୱାଧିନତା ପ୍ରଦାନ କାଳରେ ଉପମହାଦେଶର ବିଭାଜନ ହୋଇଥିଲା। ଏହି ସମୟରେ ବ୍ରିଟେନ ଏଭଳି ଏକ ଚାଲ ଖେଳିଥିଲା ଯାହାଦ୍ୱାରା ଭାରତରେ ସାମିଲ ହେବାକୁ ଚାହୁଁଥିବା କିଛି ଅଞ୍ଚଳ ପାକିସ୍ତାନରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ। ଆସନ୍ତୁ ଜାଣିବା ଯେ ସେହି ଚାଲ କ’ଣ ଥିଲା। ଆଉ କେମିତି  ଖାଇବର ପଖତୁନଖ୍ୱା ଭଳି ଅଞ୍ଚଳ ଭାରତ ବଦଳରେ ପାକିସ୍ତାନରେ ସାମିଲ ହେବାକୁ ବାଧ୍ୟ ହୋଇଥିଲା। ତେବେ ଏହା ପୂର୍ବରୁ ଆସନ୍ତୁ ପ୍ରଥମେ ଖାଇବର ପଖତୁନଖ୍ୱା ବିଷୟରେ ସଂକ୍ଷେପରେ ଜାଣିବା। ଖାଇବର ପଖତୁନଖ୍ୱା (କେପି)…

Read More