Author: Purva Paksha

Sheikh mujibur Rahman: ଦୀର୍ଘ ବର୍ଷ ଧରି ପାକିସ୍ତାନ ବିରୋଧରେ ସ୍ୱାଧୀନତା ସଂଗ୍ରାମ କରିବା ପରେ ଶେଖ୍ ମୁଜିବୁର୍ ରେହମାନ ଭାରତ ସହାୟତାରେ ଏକ ଅଲଗା ଦେଶ ବାଂଲାଦେଶ ହାସଲ କରିଥିଲେ, କିନ୍ତୁ ସେ ବୋଧହୁଏ ଅନୁଭବ କରିନଥିବେ ଯେ ତାଙ୍କ ନିଜ ଲୋକମାନେ ତାଙ୍କୁ ହତ୍ୟା କରିବେ। ୧୯୨୦ ମସିହା ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିବା ବଙ୍ଗୀୟ ନେତା ଶେଖ୍‍ ମୁଜିବୁର ରହମାନଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ କାହାଣୀ। ପାକିସ୍ତାନ ଅତ୍ୟାଚାର ବିରୋଧରେ ଲଢ଼େଇ କରି ବଙ୍ଗାଳୀ ମୁସଲମାନଙ୍କ ପାଇଁ ନୁଆ ରାଷ୍ଟ୍ର ତିଆରି କରିଥିବା ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରେହମାନ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଯେ, ସେଇ ଦେଶର ସେନା ତାଙ୍କ ହତ୍ୟା କରିବ, ଯାହା ପାଇଁ ସେ ପାକିସ୍ତାନୀ ସେନା ବିରୋଧରେ ଛିଡ଼ା ହୋଇଥିଲେ। ଦେଶ ସ୍ୱାଧିନ ହେବାର ମାତ୍ର ୫ ବର୍ଷରୁ କମ୍‍ ସମୟରେ ମୁଜିବୁରଙ୍କୁ ତାଙ୍କରି…

Read More