Author: Purva Paksha

Sambhal Neza Mela and Syed Salar Masud Ghazi: ସୟଦ ସଲାର ମାସୁଦ ଗାଜିଙ୍କ ସ୍ମୃତିରେ ଆୟୋଜିତ ନେଗା ମେଳା ଉତ୍ତରପ୍ରଦେଶର ସମ୍ଭଲରେ ଅନୁଷ୍ଠିତ ହେବ ନାହିଁ। ଡକାୟତଙ୍କ ନାମରେ ଆୟୋଜିତ ମେଳା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ ଭାବେ କହିଛି। ଜାଣନ୍ତୁ ସୟଦ ସଲାର ମାସୁଦ ଗାଜି କିଏ, ସେ କିପରି ଭାରତରେ ବିପର୍ଯ୍ୟୟ ଘଟାଇଥିଲେ ଏବଂ ତାଙ୍କ ସହ କ’ଣ ଘଟିଥିଲା। ଉତ୍ତରପ୍ରଦେଶର ସମ୍ଭଲରେ ସୟଦ ସଲାର ମାସୁଦ ଗାଜିର ସ୍ମୃତିରେ ଆୟୋଜିତ ହେଉଥିବା ନେଜା ମେଳା ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ। ଲୁଟେରାଙ୍କ ନାଁ’ରେ ହେବାକୁ ଥିବା ମେଳା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ଆୟୋଜକଙ୍କୁ ସ୍ପଷ୍ଟଭାବେ କହିଛି। ମାସୁଦ ଗାଜି ଜଣେ ଆକ୍ରମଣକାରୀ ଧର୍ମାନ୍ଧ ଥିଲା ବୋଲି ହିନ୍ଦୁ ପକ୍ଷ କହିବା ପରେ ପୁଲିସ ଏହି ପଦକ୍ଷେପ ନେଇଛି। ମେଳା ଆୟୋଜନ ପାଇଁ ଅନୁମତି  ନ…

Read More