Author: Purva Paksha

କଂଗ୍ରେସର ଘୋଷଣା-ପ୍ରଥମେ ମୁସଲମାନ, ପରେ ସମ୍ବିଧାନ ସମ୍ବିଧାନ ଉପରେ ରାହୁଲଙ୍କ ଦ୍ୱିତୀୟ ଆକ୍ରମଣ ଦଶନ୍ଧି ଦଶନ୍ଧି ଚାଲିଥିବା କଂଗେସର ମୁସଲମାନ ପ୍ରୀତି ଶେଷରେ ଆଜି ସଂସଦରେ ଖୋଲାଖୋଲି ପ୍ରକାଶ ପାଇଛି। ଏହାକୁ ନେଇ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ହେବାରୁ ମୁଲତବୀ ରହିଛି। ଆଜି ଲୋକସଭାର ପ୍ରଶ୍ନୋତ୍ତର କାଳରେ ବିରୋଧିଦଳ ନେତା ରାହୁଲ ଗାନ୍ଧୀ ମୁସଲମାନମାନଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଶାସକ ଦଳ ବିଜେପି ପକ୍ଷରୁ ଜୋରଦାର୍‍ ବିରୋଧ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ଦେଶ ସ୍ୱାଧିନ ହେବା ଓ ଦେଶ ବିଭାଜନ ହେବା ପରେ ୨୮ ଅଗଷ୍ଟ ୧୯୪୭ରେ ସଭା ବସିଥିଲା। ଏଥିରେ ଧର୍ମଭିତ୍ତିକ ଆରକ୍ଷଣକୁ ବିରୋଧ କରାଯାଇଥିଲା। ଏପରିକି ଆମ୍ବେଦକରଙ୍କ ପ୍ରଣିତ ସମ୍ବିଧାନରେ ଧର୍ମଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ନାହିଁ। ରାହୁଲ ଗାନ୍ଧୀ ମୁସଲମାନମାନଙ୍କ ପାଇଁ ଆମ୍ବେଦକରଙ୍କ ସମ୍ପିଧାନକୁ ବଦଳାଇବାକୁ…

Read More