Author: Purva Paksha

ଯଦି କୌଣସି ମହିଳାଙ୍କ ସ୍ୱାମୀ ମରିଯାଏ ତେବେ ମହିଳା ଜଣକ କିପରି ବିଳାପ କରିଥାଏ ଆମେ ସମସ୍ତେ ନିଶ୍ଚୟ ଦେଖିଥିବା। ସେହିଭଳି ପରିସ୍ଥିତି ଏବେ ବିରୋଧି ଆସନରେ ଥିବା ବିଜେଡିରେ ଦେଖାଦେଇଛି। ବିଜେଡିକୁ ହାଇଜାକ୍‍ କରିନେବାକୁ ଚକ୍ରାନ୍ତ କରି ଏଥିରେ ବିଫଳ ହୋଇଥିବା ନେତା ଜଣକ ଏବେ ରାଜ୍ୟ ଛାଡ଼ି ବିଦେଶ ଯାଇ ଚାକିରି କରିବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ବିଜୁ ଜନତା ଦଳର ନେତାଏଁ ଏବେ ବିଧବା ଭଳି ବିଳାପ କରିବା ଆରମ୍ଭ କରିଛନ୍ତି। କିଛି ନେତା ତ ତଥାକଥିତ ରଣନୀତିକାରଙ୍କ ପାଖରେ ହାତଯୋଡ଼ି ତାଙ୍କୁ ଛାଡ଼ି ନ ଯିବାକୁ ଗୁହାରି ପଡ଼ିଥିବା କୁହାଯାଉଛି। ଏକଦା ସୋଶାଲ୍‍ ମିଡିଆର କଣ୍ଟେଣ୍ଟ ନିୟନ୍ତ୍ରଣ କରୁଥିବା ଏହି ଅଭିଯୁକ୍ତ ‘ସ୍ୱାମୀ’ କିନ୍ତୁ କିଛି ସ୍ପଷ୍ଟ କରୁନାହାନ୍ତି। କୁହାଯାଉଛି ଯେ ସେ ଖାଲି ମିଛ ଅଭିନୟ କରୁଛନ୍ତି ଆଉ ଚର୍ଚ୍ଚାରେ ରହିବା ଲାଗି ଏପରି କିଛି କଣ୍ଟେଣ୍ଟ ନିଜର କିଛି ଗୋଡ଼ାଣିଆ ସାମ୍ବାଦିକଙ୍କୁ…

Read More