Author: Purva Paksha

ORISED: ଖଣି ଜଗତ ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ବିଜୁ ଜନତା ଦଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଭାରତର ଜାତୀୟ ଖଣିଜ ସମ୍ପଦରେ ଓଡ଼ିଶାର ଅବଦାନ ପ୍ରାୟ ୫୦ ପ୍ରତିଶତ ରହିଛି, କିନ୍ତୁ ରାଜ୍ୟରେ ଅତ୍ୟଧିକ ଦାରିଦ୍ର୍ୟ, ବ୍ୟାପକ ସ୍ଥାନାନ୍ତର ଓ ବେରୋଜଗାରୀ ସହ ସଂଘର୍ଷ ଜାରି ରହିଛି। ବିପୁଳ ଖଣିଜ ଭଣ୍ଡାର ଥିବା ସତ୍ତ୍ୱେ ଓଡ଼ିଶାର ଋଣ ବୋଝ ୧.୪୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଖଣି ଅପରେଟରମାନଙ୍କୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅଯଥା ଲାଭ ପ୍ରଦାନ କରାଯାଉଛି ବୋଲି ବିଧାନସଭାରେ ଇସ୍ପାତ ଓ ଖଣି ବିଭାଗର ବଜେଟ୍ ଦାବି ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ସ୍ୱାଇଁ କହିଛନ୍ତି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୨୫-୨୬ ବର୍ଷ ପାଇଁ ବିଭାଗ ପାଇଁ ୪୦୪ କୋଟି ୩୯ ଲକ୍ଷ…

Read More