Author: Purva Paksha

ଅଶୋକ କୁମାର ମିଶ୍ର “ପ୍ରବଳ ବନ୍ୟାରେ ଗାଁ’ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭାଇ ଶୀଘ୍ର ଆସିବ।”  ତୁମର ଭାଇ କିଶାନ୍ ବାବାଙ୍କ ପାଖରେ ତାର ପହଞ୍ଚିବାବେଳକୁ ସେ ସୁଦୂର ରାଉରକେଲାରେ। ଟେଲିଗ୍ରାମଟି ପାଇ ସେ ଭାବିବାକୁ ଲାଗିଲେ ଗତ ସପ୍ତାହେ ହେଲା ଯେଉଁ ଝଡ଼ିବର୍ଷା ଓ ବନ୍ୟା ବିଷୟରେ ସେ ରେଡିଓରୁ ତୁହାକୁ ତୁହା ସୂଚନା ପାଉଥିଲେ ସେ, ଯେ ଶେଷରେ ତାଙ୍କରି ନଈକୂଳିଆ ଗାଁ’’କୁ ଧ୍ୱସ୍ତବିଧ୍ୱସ୍ତ କରିବ ଓ ଆମ ତିନିପୁରୁଷର ପୈତୃକ ଘର ସେଥିରେ ଧୂଳିସାତ୍ ହୋଇ ମାଟିରେ ମିଶିଯିବ; ଏକଥା ସେ କେବେ କଳ୍ପନା ବି କରିନଥିଲେ। ଘରଟିକୁ ଅତି ଆଦର ଯତ୍ନର ସହ ଜେଜେ ନିଜେ ଗଢ଼ାଇ ଥିଲେ। ବର୍ମିଜ୍ ଶାଗୁଆନ୍ ଓ ଶିମିଳିପାଳର ପିଆଶାଳ କାଠ ଫ୍ରେମରେ ଗଢ଼ା ଘର, ରାମଗୁଣ୍ଡମରୁ ନାଲି ମାଟି ଟାଇଲ ଅଣା ହୋଇ ଛପର ହୋଇଥିଲା। ଆଉ…

Read More