Author: Purva Paksha

ଦତାତ୍ରେୟ ହୋସୱାଲେ ସଂଘ ନିଜ କାର୍ଯ୍ୟର ୧୦୦ ବର୍ଷ ପୂରଣ କରୁଛି, ଏପରି ସମୟରେ ସଂଘ ଏହି ଅବସରକୁ କିପରି ଦେଖୁଛି ତାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ରହିଛି। ସଂଘ ସ୍ଥାପନା ଦିବସରୁ ଏହା ସ୍ପଷ୍ଟ ଯେ ଏଭଳି ଅବସରଗୁଡ଼ିକ ଉତ୍ସବ ପାଳନ ପାଇଁ ନୁହେଁ ବରଂ ଏହା ଆମକୁ ଆତ୍ମଚିନ୍ତନ କରିବା ନିମନ୍ତେ ତଥା ନିଜ ଉଦ୍ଦେଶ୍ୟ ପ୍ରତି ପୁନଃ ସମର୍ପିତ ହେବା ନିମନ୍ତେ ସୁଯୋଗ ପ୍ରଦାନ କରିଥାଏ। ଏଥିସହିତ ଏହି ସମଗ୍ର ଆନ୍ଦୋଳନକୁ ଦିଗଦର୍ଶନ ଦେଇଥିବା ମନୀଷିଗଣ ଏବଂ ଏହି ଯାତ୍ରାରେ ନିଃସ୍ୱାର୍ଥପର ଭାବରେ ଯୋଡ଼ି ହୋଇଥିବା ସ୍ୱୟଂସେବକ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ସ୍ମରଣ କରିବାର ଏହା ଏକ ଅବସର। ୧୦୦ ବର୍ଷର ସଂଘର ଏହି ଯାତ୍ରାକୁ ଅବଲୋକନ କରିବା ସହିତ ବିଶ୍ୱଶାନ୍ତି ଏବଂ ସମୃଦ୍ଧି ସହ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ଏକଜୁଟ ଭାରତର ଭବିଷ୍ୟତ ପାଇଁ ପ୍ରତିଜ୍ଞା ନେବା…

Read More